Download Now Banner

This browser does not support the video element.

ଅନୁଗୋଳ: ଗୋତମରା ଓଭର୍ ବ୍ରିଜ ନିକଟରେ ଟାଟା ଏସି ସହିତ ବାଇକ୍ ଦୁର୍ଘଟଣାରେ ଅଜା ନାତି ଗୁରୁତର

Anugul, Angul | Sep 29, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗୋତମରା ଓଭରବ୍ରିଜ ୧୪୯ ନମ୍ବର ଜାତୀୟ ରାଜପଥ ରେ ଟାଟା ଏସି ଓ ବାଇକ୍ ମୁହାମୁହିଁ ଧକ୍କା ରେ ଜେଜେ ବାପା ନାତି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି। ଦୁଇ ଗୁରୁତ୍ତର ହେଲେ ଚାଇଁପାଳ ଅଞ୍ଚଳ ଖୋଲୁଆ ଗ୍ରାମର ଜେଜେବାପା ପ୍ରହଲାଦ ଗୋଚ୍ଛାୟତ ଓ ୯ ବର୍ଷୀୟ ନାତି ବଜରଙ୍ଗୀ ଗୋଚ୍ଛାୟତ । ପ୍ରହଲାଦ ଘରୁ ନାତିକୁ ନେଇ ବଅଁରପାଳ ଅଭିମୁଖେ ଯାଉଥିବା ବେଳେ ବଅଁରପାଳ ରୁ ତାଳଚେର ଅଭିମୁଖେ ଯାଉଥିବା ଟାଟା ଏସି ଟେମ୍ପୁ ସହ ମୁହାମୁହିଁ ଦୁର୍ଘଟଣା ଘଟିଥିଲା। ଜେଜେବାପା ଓ ନାତି ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଥାନା କୁ
Read More News
T & CPrivacy PolicyContact Us