Download Now Banner

This browser does not support the video element.

କାମାକ୍ଷାନଗର: ଡେଙ୍ଗାବାହାଳି ଗାଁ ନିକଟରେ ଶନିବାର ୪ଟାରେ ହାତୀପଲ ,ଲୋକେ ଆତଙ୍କିତ

Kamakshyanagar, Dhenkanal | Sep 27, 2025
ଡେଙ୍ଗାବାହାଳି ଗାଁ ନିକଟରେ ଶନିବାର ୪ଟାରେ ହାତୀପଲ ,ଲୋକେ ଆତଙ୍କିତ ।ଢେଙ୍କାନାଳ ଜିଲା ଡେଙ୍ଗାବାହାଳି ଗାଁ ନିକଟରେ ଶନିବାର ହଠାତ ଦେଖିବାକୁ ମିଳିଥିଲା ହାତୀପଲ ।ହାତୀପଲ ଗାଁର ଧାନ ଫସଲ ନଷ୍ଟ କରିବା ସହିତ ଗାଁ ମୁଁହା ହୋଇଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ବନ ବିଭାଗ ଯାଇ ଘଉଡାଇବା ପାଇଁ କରୁଛି ଉଦ୍ୟମ ।
Read More News
T & CPrivacy PolicyContact Us