Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ଅପରିଚିତ ବୃଦ୍ଧଙ୍କ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେଲା ପଞ୍ଚନାମା

Baudh Sadar, Boudh (Bauda) | Aug 27, 2025
ବୁଧବାର ଦିନ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ଅପରିଚିତ ବୃଦ୍ଧଙ୍କ ମୃତଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୌଦ୍ଧ ପୋଲିସ ପଞ୍ଚନାମା କରିବା ପରେ ଶବାଗାରରେ ସଂରକ୍ଷିତ ରଖିଛି l ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ କଣ୍ଟାମାଳ ବ୍ଲକ ଅଞ୍ଚଳରୁ ଉଦ୍ଧାର କରି ଜଣେ ଅପରିଚିତ ବୃଦ୍ଧଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l ଆଜି ବୃଦ୍ଧଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇ ଯିବା ପରେ ପୋଲିସ ମୃତଦେହକୁ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରି ଶବାଗାରରେ 72 ଘଣ୍ଟା ପାଇଁ ସଂରକ୍ଷିତ ରଖିଛି l
Read More News
T & CPrivacy PolicyContact Us