Install App
khabarbarbil
This browser does not support the video element.
ଚମ୍ପୁଆ: ଗୁଆଲି ନିକଟ ଜାତୀୟ ରାଜପଥ ସର୍ଭିସ ରୋଡରେ ଫସିଲା ସ୍କୁଲ ବସ୍, ହନ୍ତସନ୍ତ ହେଲେ ଛାତ୍ର ଛାତ୍ରୀ
Champua, Kendujhar | Sep 25, 2025
କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଗୁଆଲି ନିକଟ ସର୍ଭିସ ରୋଡରେ ଆଜି ବିରାଟ ଖାଲ ଭିତରେ ପସି ଏକ ସ୍କୁଲ ବସ ଦୀର୍ଘ ସମୟ ଧରି ଅଟକି ଯାଇଥିଲା। ଯାହା ଫଳରେ ସ୍କୁଲ ଛାତ୍ର ମାନେ ଘଣ୍ଟାଧିକ କାଳ ହନ୍ତସନ୍ତ ହୋଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!