Download Now Banner

This browser does not support the video element.

ନର୍ଲା: ବିଭିନ୍ନ ଦେବାଦେବୀ ପିଠ ବଳି ପ୍ରଥା କୁ ନେଇ କିଛି ବୁଦ୍ଧିଜୀବି ନର୍ଲା ରେ ରଖିଲେ ପ୍ରତିକ୍ରିୟା

Narala, Kalahandi | Sep 29, 2025
ଆଧୁନିକ ଯୁଗରେ ବଳି ପ୍ରଥା ଉପରେ ସରକାର ବଳି ପ୍ରଥା ଉପରେ ଅନେକ ବିଭିନ୍ନ ପିଠରେ ରୋକ ଲଗାଇବା କୁ ନେଇ ଚେଷ୍ଟା କରିଛନ୍ତି। ହେଲେ ଆସ୍ଥା ଓ ଭରଷା ଏବଂ ବିଶ୍ୱାସ ଉପରେ ହାର ମାନିବାକୁ ବାଧ୍ୟ ହେଉଛନ୍ତି ପ୍ରଶାସନ। ଏହାକୁ ନେଇ ଆଜି ମଙ୍ଗଳବାର ଅପରାହ୍ନ ଚାରିଟା ସମୟର ପ୍ରତିକ୍ରିୟା ଆସନ୍ତୁ ଶୁଣି।
Read More News
T & CPrivacy PolicyContact Us