Download Now Banner

This browser does not support the video element.

ସୋନପୁର: ଚୁବୁକାଦାଦର ସଂରକ୍ଷିତ ଜଙ୍ଗଲରେ 8 ଟିକିଆ ହାତୀପଲ, ଘଉଡ଼େଇବା ପାଇଁ ବନ ବିଭାଗର ପ୍ରୟାସ ଜାରି

Sonapur, Subarnapur (Sonepur) | Sep 4, 2025
ସୂଚନା ଅନୁସାରେ ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସ୍ଥିତ ବିରାମହରାଜପୁର ବନାଞ୍ଚଳର ବିଭିନ୍ନ ଅଂଚଳରେ 8 ଟିକିଆ ହାତୀପଲ ବିଚରଣ କରୁଥିବା ବନ ବିଭାଗ ପାଖରେ ସୂଚନା ଥିବାବେଳେ,ଏହି ହାତୀପଲ ଆଜି ଅପରାହ୍ନ ପ୍ରାୟ 2.30 ପର୍ଯ୍ୟନ୍ତ,ସୁବଳୟା ସ୍ଥିତ ବିରାମହରାଜପୁର ବନାଞ୍ଚଳ ଖଣ୍ଡହତା ଗ୍ରାମ ପଂଚାୟତର ଚୁବୁକାଦାଦାର ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ଦେଖିବାକୁ ମିଳିଛି l ଏହି ଖବର ପାଇଁ ସହକାରୀ ବନ ସଂରକ୍ଷକ ଶ୍ରୀଯୁକ୍ତ ଅଭିନାଶ ବରିହାଙ୍କ ନିର୍ଦେଶ କ୍ରମେ ବନ ବିଭାଗ
Read More News
T & CPrivacy PolicyContact Us