Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟ ପାର୍କରେ ସହିଦ ଯୀଶୁଦାନଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ପରିବାର ଓ ବନ୍ଧୁ ପରିଜନ

Koraput Town, Koraput | Sep 9, 2025
୧୯୬୫ ଭାରତ ପାକିସ୍ଥାନ ଯୁଦ୍ଧରେ ଓଡ଼ିଶାରୁ ଜଣେ ମାତ୍ର ସହିଦ ହୋଇଥିବା କୋରାପୁଟ ମିଶନ କମ୍ପାଉଣ୍ଡର ଯୀଶୁଦାନ ଖୋସଲାଙ୍କର ୬୦ତମ ବଳିଦାନ ଦିବସ  ପରିବାର ଓ ବନ୍ଧୁ ପରିଜନଙ୍କ ପକ୍ଷରୁ ଆଜି ଦିନ ୧୨ଘଣ୍ଟା ସମୟରେ ପାଳିତ ହୋଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି କାର୍ଯ୍ୟାଳୟ  ନିକଟରେ ଥିବା ସହିଦ ଯୀଶୁଦାନ ପାର୍କରେ ସମସ୍ତେ ଏକତ୍ରିତ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତି ଚାରଣ କରିଥିଲେ। ସହିଦ ଯୀଶୁଦାନଙ୍କ ଭାଇ ବ୍ରଜାନନ୍ଦ ଖୋସଲାଙ୍କ ସମେତ ଅନ୍ୟ ମାନେ ସାମିଲ ହୋଇଥିଲେ।
Read More News
T & CPrivacy PolicyContact Us