This browser does not support the video element.
ତଲସରା: ବଡ଼ଗାଁ ବସଷ୍ଟାଣ୍ଡରେ ଓଲଟିଲା ପରିବା ବୋଝେଇ ପିକଅପ ଗାଡ଼ି
Talasara, Sundargarh | Aug 31, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡର ଗୋଲେଇ ଛକରେ ଆଜି ସକାଳେ ଏକ ପରିବା ବୋଝେଇ ପିକଅପ ଓଲଟି ପଡିଥିଲା ଯାହା ଫଳରେ ପନିପରିବା ରାସ୍ତା ଉପରେ ବିଛେଇ ହୋଇଥିଲା। ତେବେ ଭିଲାଇ ଠାରୁ ରାଉରକେଲା ପଟକୁ ଯାଉଥିବା ଏହି ପିକଅପ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।