Install App
usr04050397
This browser does not support the video element.
କେନ୍ଦୁଝର ସହର: ତାଳପଦା ଠାରେ ଏକ ନୂତନ ଶିବ ମନ୍ଦିରର ରତ୍ନମୋଦକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
Kendujhar Town, Kendujhar | Sep 12, 2025
ତେଲକୋଇ ତାଳପଦା ଠାରେ ଏକ ନୂତନ ଶିବ ମନ୍ଦିରର ରତ୍ନମୋଦକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ,ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଙ୍କ ସହ ଯୋଗ ଦେଇ ଥିଲି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶିବ ଠାକୁରଙ୍କ ନୂତନ ମନ୍ଦିରର କାର୍ଯ୍ୟବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଲି ।
Share
Read More News
T & C
Privacy Policy
Contact Us
Your browser does not support JavaScript!