Download Now Banner

This browser does not support the video element.

ଉମରକୋଟ: ଉମରକୋଟ ପୌରକାର୍ଯ୍ୟାଳୟରେ କାଉନସିଲର ମାନଙ୍କ ଅନୁପସ୍ଥିତି ଯୋଗୁଁ କାୟମ ରହିଲା ଉମରକୋଟ ପୌର ଅଧ୍ୟକ୍ଷାଙ୍କ ପଦ

Umarkote, Nabarangpur | Sep 10, 2025
ଉମରକୋଟ ପୌରକାର୍ଯ୍ୟାଳୟରେ କାଉନସିଲର ମାନଙ୍କ ଅନୁପସ୍ଥିତି ଯୋଗୁଁ କାୟମ ରହିଲା ଉମରକୋଟ ପୌର ଅଧ୍ୟକ୍ଷାଙ୍କ ପଦ ଉମରକୋଟ ପୌର ଅଧକ୍ଷାଙ୍କ ପଦ ରହିଲା କାୟମ। ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ଆଲୋଚନା ଓ ଭୋଟିଙ୍ଗ ଥିଲା କିନ୍ତୁ ଦୁଇ ତୃତୀୟାଂଶ ୱାର୍ଡ ସଭ୍ୟ ଅନୁପସ୍ଥିତ ରହିବାରୁ ଭୋଟିଙ୍ଗ କିମ୍ବା ଆଲୋଚନା ହୋଇ ପାରିଲା ନାହିଁ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା ଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ପୌର ପରିଷଦର 12 ବିଜେଡି, ଜଣେ କଂଗ୍ରେସ ଓ ବିଜେପି କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଅନ
Read More News
T & CPrivacy PolicyContact Us