This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ବିଧାୟକଙ୍କ କାର୍ଯ୍ୟାଳୟ ରେ କୁସୁମପଡା ବାସି ବିଭିନ୍ନ ଦାବି ନେଇ କଲେ ଅଭିଯୋଗ
Sambalpur M, Sambalpur | Sep 4, 2025
ଆଜି ସମ୍ବଲପୁର ବିଧାୟକଙ୍କ କାର୍ଯ୍ୟାଳୟ ରେ କୁସୁମପଡା ବାସି ବିଭିନ୍ନ ଦାବି ନେଇ ସାକ୍ଷାତ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ କୁସୁମପଡା ବାସି ଗତ 2021 ମସିହାରେ ତାଙ୍କର ଘର ଭଙ୍ଗା ଟଙ୍କା କିମ୍ବା ସରକାର ଦେଇଥିବା ଜମି ର ପଟ୍ଟା ଏପର୍ଯ୍ୟନ୍ତ ଦେଇନାହାନ୍ତି l ଯାହାଫଳରେ ସେମାନେ ଅନେକ ଅସୁବିଧାରେ ରହୁଛନ୍ତି ବୋଲି ଆଜି ସମ୍ବଲପୁର ବିଧାୟକଙ୍କ ନିକଟକୁ ଆସି ଅଭିଯୋଗ କରିଛନ୍ତି l