This browser does not support the video element.
ଖରିଆର: ତିଖାଲି ସ୍ଥିତ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ କେନାଲ ଖୋଲିଲା
Khariar, Nuapada | Aug 22, 2025
ଚଳିତବର୍ଷ ଖରିଫ ଋତୁରେ ଜଳସେଚନ ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତରଫରୁ ଆଜି ବିଧିବଦ୍ଧ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ଵ ମୁଖ୍ୟ କେନାଲ ୧୨ ଟାରେ ଜଳ ଛଡାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ କେନାଲ ବିଭାଜନ ସୌମ୍ୟ ଜୟପୁରୀୟା, ସମସ୍ତ ସହକାରୀ ନିର୍ବାହୀଯନ୍ତ୍ରୀ, ସଂପୃକ୍ତ ସମସ୍ତ ଯନ୍ତ୍ରୀ , ମାଁ ରକ୍ତାମ୍ବରି ଡିଷ୍ଟ୍ରିବୁଟାରି କମିଟି ସଭାପତି ମନୋଜ ପଟ୍ଟନାୟକ, ସମ୍ପାଦକ ଦୁଷ୍ମନ୍ତ ବେହେରା, ଭୂପେନ୍ଦ୍ର ମହାରଥା ଉପସ୍ଥିତି ଥିଲେ।