This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ଥାନା ତରଫରୁ ରବିବାର ୮ଟାରେ ଫିଟ ଇଣ୍ଡିଆ ସାଇକେଲ ରାଲି ଉପସ୍ଥିତ ରହିଲେ ଉପଖଣ୍ଡ ପୋଲିସ ଅଧିକାରୀ ରଜନୀକାନ୍ତ ସାମଲ
Kamakshyanagar, Dhenkanal | Aug 24, 2025
କାମାକ୍ଷାନଗର ଥାନା ତରଫରୁ ରବିବାର ୮ଟାରେ ଫିଟ ଇଣ୍ଡିଆ ସାଇକେଲ ରାଲି ଉପସ୍ଥିତ ରହିଲେ ଉପଖଣ୍ଡ ପୋଲିସ ଅଧିକାରୀ ରଜନୀକାନ୍ତ ସାମଲ ।କାମାକ୍ଷାନଗର ଆଦର୍ଶ ଥାନା ତରଫରୁ ରବିବାର ଫିଟ ଇଣ୍ଡିଆ ସାଇକେଲ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡିଶା ପୋଲିସର ଆହ୍ବାନ କ୍ରମେ ଆଜି ଏହି ସାଇକେଲ ଡ୍ରାଇଭ କରାଯାଇଥିଲା।ଏହାର ସ୍ଲାେଗାନ ରହିଛି ଫିଟନେସ କି ଡୋଜ ଅଧାଘଣ୍ଟା ରୋଜ ।ଏଥିରେ କାମାକ୍ଷାନଗର SDPO ରଜନିକାନ୍ତ ସାମଲ,ଥାନା ଅଧିକାରି ଅଶିଶ କୁମାର ଜେନାଙ୍କ ସମେତ ଥାନାର ସମସ୍ତ କର୍ମଚାରି ମାନେ ଉପସ୍ଥିତ ରହି ସାଇକେଲ ଡ୍ରାଇଭ କରିଥିଲେ।