Download Now Banner

This browser does not support the video element.

ତଲସରା: ମଚାମରା ଗ୍ରାମ ରେ ବିନୋଦ ଟେଟେ ଙ୍କର ଘର ଭାଙ୍ଗିଲା ଗୋଠଛଡା ଦନ୍ତାହାତୀ

Talasara, Sundargarh | Aug 28, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ଗତ ଏକ ସପ୍ତାହ ହେଲା ଏକ ଗୋଠଛଡା ଦନ୍ତାହାତୀ ଉପଦ୍ରବ କରୁଛି। ଏହି ଦନ୍ତାହାତୀ ଟିକିଲି ପଡ଼ା ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ ସଂଧ୍ୟା ନଇଁଲେ ଗାଁ ମୁହାଁ ହେଉଛି। ଗତକାଲି ବିଳମ୍ବିତ ରାତିରେ ମଚାମରା ଗ୍ରାମ ରେ ପଶି ଗ୍ରାମର ବିନୋଦ ଟେଟେ ଙ୍କର ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ଖାଇ ମାଡିଦଳି ନଷ୍ଟ କରିଛି।
Read More News
T & CPrivacy PolicyContact Us