Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଅଷ୍ଟପ୍ରହରୀ ଚାନ୍ଦା ନ ଦେବାରୁ ପତି ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ,ନ୍ୟାୟ ପାଇଁ ଆଜି ଏସପି ଙ୍କ ଦ୍ୱାରସ୍ଥ ହେଲେ ଲକ୍ଷ୍ମିଦାସପୁରର ଏକ ପରିବାର
Bhadrak Rural, Bhadrak | Sep 13, 2025
ଅଷ୍ଟପ୍ରହରୀ ଚାନ୍ଦା ନ ଦେବାରୁ ପତି ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ, ନ୍ୟାୟ ପାଇଁ ଏସପି ଙ୍କ ଦ୍ୱାରସ୍ଥ। ତେବେ ସାମାନ୍ୟ ଚାନ୍ଦା ପାଇଁ ଏମିତି ମହାଭାରତ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣଙ୍କ। ତାଙ୍କୁ ସେଇ ଗ୍ରାମର କିଛି ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ମାଡ଼ ମାରି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!