Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ କରି କଂଗ୍ରେସ ଭବନରେ ମୁଖପାତ୍ର ସୋନାଲି ସାହୁଙ୍କ ସାମ୍ବାଦିକ ସମ୍ମିଳନୀ
Bhubaneswar M Corp, Khordha | Sep 3, 2025
କଂଗ୍ରେସ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ କଡ଼ା ପ୍ରତିବାଦ ଜଣାଇଛନ୍ତି । ଶ୍ରୀମତୀ ପରିଡ଼ା ଏକ ଭିତ୍ତିହୀନ କଥାକୁ ଆଳ କରି ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ହେବାକୁ ଅପଚେଷ୍ଟା ଚଳାଇଛନ୍ତି। ବିହାର ନିର୍ବାଚନରେ ପରାଜୟର ଆଶଙ୍କା ଓ ଭୟ ବିଜେପିକୁ ଘାରୁଛି। ଭାରତରେ ବିଜେପି ଭୋଟ ଚୋରି କରି ସତ୍ତାକୁ ଆସିଛି। ଏହା ସହିତ ବିହାରରେ କଂଗ୍ରେସ ପ୍ରତି ଲୋକଙ୍କ ଅକୁଣ୍ଠ ସମର୍ଥନ ଦେଖି ବିଜେପି ଦଳ ଏବଂ ତାର ତଥାକଥିତ ପ୍ରଚାରକ ମାନେ ଭୟରେ କଂଗ୍ରେସର ଅପପ୍ରଚାର କରୁଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!