Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: 3 ଦିନିଆ ଗସ୍ତ ସାରି ଫେରିଗଲେ ନୟାଗଡ଼ର ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ

Sambalpur M, Sambalpur | Aug 21, 2025
ନୟାଗଡ଼ ଜ଼ିଲ୍ଲାର ଜ଼ିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ମାନେ ଆଜି ତାଙ୍କର 3 ଦିନିଆ ଗସ୍ତ ସାରି ଆଜି ନୟାଗଡ଼ ଫେରି ଯାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜ଼ିଲ୍ଲା ର ଜ଼ିଲ୍ଲା ପରିଷଦ ସଭାପତି, ସଦସ୍ୟ, ପିଡି, ସରପଞ୍ଚ ଓ ସମିତିସଭ୍ୟ ମାନେ ସମ୍ବଲପୁର ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳକୁ ଆସି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି l ସମଲେଶ୍ୱରୀ ମନ୍ଦିର, ହୀରାକୁଦ, କୋର୍ଡଲା ଅଞ୍ଚଳରେ ଥିବା ବୁଣାକାର, ରେଙ୍ଗାଲି ଅଞ୍ଚଳ, ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସବୁ ବୁଲି ଦେଖିଥିଲେ l ଏହାପରେ ଡିଆରଡିଏ କାର୍ଯ୍ୟାଳୟ କୁ ଆସି ପୁଣି ନୟାଗଡ଼ ଫେରି ଯାଇଥିଲେ l
Read More News
T & CPrivacy PolicyContact Us