Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଟାଉନ ହଲ୍ ଠାରେ ସ୍ୱର୍ଗତ ପ୍ରତାପ ପଣ୍ଡା ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ। ଯୋଗଦେଲେ ଭଦ୍ରକ ବିଧାୟକ ଙ୍କ ସେମେତ ସାଂସଦ

Bhadrak Rural, Bhadrak | Aug 23, 2025
ବିଶିଷ୍ଟ ଶ୍ରମିକ ନେତା,ସାହସୀ ସଂଗ୍ରାମୀ ଓ ନିର୍ବଳଙ୍କ ଅଧିକାରର ସ୍ୱର ସ୍ବର୍ଗତ ପ୍ରତାପ ପଣ୍ଡାଙ୍କ ୧୪ତମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଯୋଗଦେଇ ତାଙ୍କ ପବିତ୍ର ସ୍ମୃତିକୁ ସ୍ମରଣ କଲେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର।ତାଙ୍କ ସମଗ୍ର ଜୀବନ ଶ୍ରମିକ,କୃଷକ,ଗରିବ ଓ ପୀଡିତମାନଙ୍କ ସେବାରେ ସମର୍ପିତ ଥିଲା।ଆଜିର ଯୁବପିଢି ତାଙ୍କର ଆଦର୍ଶ ଓ ସେବାମୟୀ ଚିନ୍ତାଧାରାକୁ ହୃଦୟରେ ଧାରଣ କରି ଗରିବର ହକ୍ ପାଇଁ ସଦା ସଜାଗ ଓ ସକ୍ରିୟ ରହିବାହିଁ ହେବ ତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ବିଧାୟକ
Read More News
T & CPrivacy PolicyContact Us