Download Now Banner

This browser does not support the video element.

ଚମ୍ପୁଆ: ଶୁଣିଲା ନାହିଁ ପ୍ରଶାସନ, ପଡୁଆ ମଂଗଳପୁର ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ

Champua, Kendujhar | Sep 28, 2025
ଚମ୍ପୁଆ ଉପଖଣ୍ଡର ପଡୁଆ ଓ ମଂଗଳପୁର ଗ୍ରାମକୁ ସଂଯୋଗ କରୁଥିବା ପୋଲ ରାସ୍ତା ଖରାପ ହୋଇ ରହିଥିବା ବେଳେ ବାରମ୍ବାର ପ୍ରଶାସନକୁ ଅନୁରୋଧ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଆଜିଠାରୁ ସ୍ଥାନୀୟ ଗ୍ରାମବାସୀ ମାନେ ନିଜେ ଏହି ରାସ୍ତା ମରାମତି ଆରମ୍ଭ କରିଛନ୍ତି। ଯାହା ଏବେ ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି।
Read More News
T & CPrivacy PolicyContact Us