This browser does not support the video element.
ବିଜେପୁର: ବରଗଡ଼ ଜିଲ୍ଲାପାଳଙ୍କ ବିଜେପୁର ଗ୍ରସ୍ତ ବସଷ୍ଟାଣ୍ଡ ଉଛେଦ ପରେ ସୌନ୍ଦର୍ଯ୍ୟକରଣ କାମ, ଡେଲି ମାର୍କେନରେ ଯୋଗଦାନ
Bijepur, Bargarh (Baragarh) | Sep 12, 2025
ବରଗଡ଼ ଜିଲ୍ଲାପାଳଙ୍କ ବିଜେପୁର ଗ୍ରସ୍ତ – ବସଷ୍ଟାଣ୍ଡ ଉଛେଦ ପରେ ସୌନ୍ଦର୍ଯ୍ୟକରଣ କାମ, ଡେଲି ମାର୍କେନରେ ଯୋଗଦାନ ଆଜି ବରଗଡ଼ ଜିଲ୍ଲାପାଳ ବିଜେପୁରକୁ ଗ୍ରସ୍ତ କରି ବିଭିନ୍ନ ସହର ସୁନ୍ଦରୀକରଣ କାର୍ଯ୍ୟର ଅବଲୋକନ କଲେ। ସମ୍ପ୍ରତି ବସଷ୍ଟାଣ୍ଡ ଉଛେଦ ପରେ ସହରରେ ଅସୁବିଧା ଓ ଅବ୍ୟବସ୍ଥା ସୃଷ୍ଟି ହେବାରୁ ପ୍ରଶାସନ ସହରକୁ ନୂତନ ରୂପ ଦେବାକୁ ପଦକ୍ଷେପ ନେଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ସଫା–ସୁଥା, ବୃକ୍ଷରୋପଣ, ଆଲୋକୀକ