This browser does not support the video element.
ବୌଦ୍ଧ ସଦର: କଣ୍ଠl ଛକରୁ ଜବତ 9 କେଜି 600 ଗ୍ରାମ ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କଲା ବାଉଁଶୁଣୀ ପୋଲିସ
Baudh Sadar, Boudh (Bauda) | Sep 3, 2025
ବୁଧବାର ସନ୍ଧ୍ୟାରେ ଗଜରାଜପୁର ଗ୍ରାମ ନିକଟ କଣ୍ଠl ଛକରୁ ଜବତ 9 କେଜି 600 ଗ୍ରାମ ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କରିଛି ବାଉଁଶୁଣୀ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ କଣ୍ଠl ଛକରେ ସୋନପୁର ଯାଉଥିବା ଜାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ପାଇ ବାଉଁଶୁଣୀ ପୋଲିସର ଏକ ଟିମ ଚଢାଉ କରିଥିଲା l ପୋଲିସକୁ ଦେଖି ଚାଲାଣ କାରୀ ଦଉଡ଼ି ପଲାଇ ଯାଇଥିବା ବେଳେ ପୋଲିସ ଗଞ୍ଜେଇ କୁ ଜବତ କରି NDPS ଆକ୍ଟରେ ଏକ ମାମଲା ରୁଜୁ କରି ଜବତ୍ ଗଞ୍ଜେଇକୁ ସନ୍ଧ୍ୟାରେ କୋର୍ଟରେ ପ୍ରଦର୍ଶନ କରିଥିଲା l