Download Now Banner

This browser does not support the video element.

ସୁନ୍ଦରଗଡ ସହର: କୋଇଡା ଥାନା ନାରାୟଣ ପୋଷି JSW ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିଚୟ ସ୍ପଷ୍ଟ କଲେ କୋଇଡା ପୋଲିସ

Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ଅପରାହ୍ନ 3:50 ପାଖାପାଖି ସମୟରେ କୋଇଡା ପୋଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି। ତେବେ ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଥିଲା।କୋଇଡା ଥାନା ଅନ୍ତର୍ଗତ ନାରାୟଣପୋଷି ଜେଏସଡବ୍ଲ୍ୟୁ ଖଣିର ଫାଟକ ନିକଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା I ପୋଲିସର ସୂଚନା ଅନୁସାରେ ମୃତକ ହେଲେ ଫ୍ରାନସିସ ସୋରେନ ବୟସ ୪୦ ବର୍ଷ ଓ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବୋଲି ଜଣାପଡିଛି I ସେ ବଡ଼ବିଲ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ I ରବିବାର ଦିନ ସ୍କୁଟି ନମ୍ବର OD- 16D -
Read More News
T & CPrivacy PolicyContact Us