This browser does not support the video element.
କୋଟପାଡ: କୋଟପାଡ଼ ପଞ୍ଚାୟତ ସମିତ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ
Kotpad, Koraput | Sep 8, 2025
କୋଟପାଡ଼ ପଂଚାୟତ ସମିତ କାର୍ଯ୍ୟାଳୟ ଠାରେ 'ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ସୋମବାର ପୂର୍ବାହ୍ନ ଆଗାର ଟା ରେ ଆରମ୍ଭ ହୋଇଥିବା ଏହି ଶିବିର ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା l ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ଏବଂ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ମୋଟ 65ଟି ଅଭିଯୋଗ ଆସିଥିବା ବେଳେ ଗୋଷ୍ଟି ଗତ 15ଟି ଏବଂ ବ୍ୟକ୍ତିଗତ 50ଟି ଅଭିଯୋଗ ଥିଲା l ବିଶେଷ କରି ଚାଷୀ ଙ୍କ ସାର ସମସ୍ୟା, ଆଧାର ସଂଶୋଧନ, ରାସ୍ତା ମରାମତି, ବିଦ୍ୟାଳୟ ମରାମତି ଅଭିଯୋଗ ଥିଲା l