Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆଜି ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ଦେଲେ ୨୯୪ ଜଣ ପରକ୍ଷାର୍ଥୀ
Kabisuryanagar, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନ ପକ୍ଷରୁ ଆଜି DSP ଦିବ୍ୟରଞ୍ଜନ ନାଥ ଙ୍କୁ ଉପସ୍ଥିତ ରେ କବିସୂର୍ଯ୍ୟନଗର ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହୋଇଛି. ଏଥିରେ ୨୯୪ ଜଣ ପରୀକ୍ଷାର୍ଥୀ ନିଜ ନିଜ ଆଇ ଡ଼ି କାର୍ଡ ନେଇ ପରୀକ୍ଷା କେନ୍ଦ୍ର କୁ ଯାଇଥିବା ବେଳେ DSP ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଏହି ପରୀକ୍ଷା ହୋଇଥିବା ସୂଚନା ରହିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!