Install App
santoshbaral67
This browser does not support the video element.
ସତ୍ୟବାଦୀ: ମହାମାୟା ସାହିରେ ଦୁର୍ଗା ପୂଜା ଧୁମ୍ ଧାମରେ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ଲୋକ ସଭା ସାଂସଦ
Satyabadi, Puri | Oct 2, 2025
ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ମହାମାୟା ସାହିରେ ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଧୁମ୍ ଧାମରେ ପାଳିତ ହେଉଛି। ଏହି ଅବସରରେ ଆଜି ଅପରାହ୍ନ ଚାରିଟାରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ଲୋକ ସଭା ସାଂସଦ ସମ୍ବିତ ପାତ୍ର ପହଁଚି ମାଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରି ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!