This browser does not support the video element.
ନୟାଗଡ: ଭାପୁର ବ୍ଲକ ପଥରଚକଡ଼ା ଗ୍ରାମ ନିକଟସ୍ଥ କୁକୁଡ଼ାଖାଇ ପୋଲ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ
Nayagarh, Nayagarh | Aug 11, 2025
ସଡ଼କ ଦୃଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ। ଆଜି ସକାଳୁ ଆଠ ଘଟିକା ସମୟରେ ମର୍ମନ୍ତୁତ ସଡ଼କ ଦୃଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି, କ୍ଷତିପୂରଣ ଦାବିରେ ଶବକୁ ରାସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକେ, ଅଭିଯୋଗ ଅନୁଯାଇ ଭାପୁର ବ୍ଲକ ପଥରଚକଡା ଗ୍ରାମ ନିକଟସ୍ଥ କୁକୁଡ଼ାଖାଇ ପୋଲ ନିକଟରେ ଆଜି ସକାଳୁ ଏକ ଟ୍ରକ ଉକ୍ତ ଗ୍ରାମର ଜଣେ ଲୋକକୁ ଭାରସ୍ୟାମ ହରାଇ ଧକ୍କା ଦେବା ଫଳରେ ତାଙ୍କ ଡାହାଣ ଗୋଡ଼ ର ଆଣ୍ଠୁ ତଳୁ ସମ୍ପୂର୍ଣ କଟି ଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଉକ୍ତ ଖଣ୍ଡପଡା ମେଡିକାଲରେ ଭର୍ତି