Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବ‍୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ

Bhadrak Rural, Bhadrak | Aug 23, 2025
ଭଦ୍ରକ ଜିଲ୍ଲା ବେଡ଼ମୀଣ୍ଟନ ଆସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ବେଡ଼ମୀଣ୍ଟନ ଟୁର୍ନାମେଣ୍ତ ଉଦଘାଟିତ।ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲା ସ୍ତରୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ଏହି ଟୁର୍ନାମେଣ୍ଟରେ ସର୍ବ ମୋଟ 185 ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆସୋସିଏସନର ସଭାପତି ସତ୍ୟନ୍ଦୁ ରାୟ ମହାପାତ୍ର ସମ୍ପାଦକ ସୁଶୀଲ ନାୟକ, ଅନ୍ୟାନ୍ୟ ସଦସ୍ୟକୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏହାକୁ ଉଦ୍ଘାଟନ କରିଛନ୍ତି।
Read More News
T & CPrivacy PolicyContact Us