Download Now Banner

This browser does not support the video element.

ମୋହନା: ଗୁଣି ସନ୍ଦେହ ରେ ହତ୍ୟା କରି ପାହାଡ଼ ରେ ପୋତିବା ଘଟଣା ରେ କୁସୁମପୁର ଗାଁ ର ହତ୍ୟାକାଣ୍ଡ ରେ ଜଡିତ ଥିବା ସ୍ୱାମୀ ସ୍ତ୍ରୀ ଗିରଫ

Mohana, Gajapati | Sep 4, 2025
ଗୁଣି ସନ୍ଦେହ ରେ ହତ୍ୟା କରି ପାହାଡ଼ ରେ ପୋତିବା ଘଟଣା ରେ କୁସୁମପୁର ଗାଁ ର ହତ୍ୟାକାଣ୍ଡ ରେ ଜଡିତ ଥିବା ସ୍ୱାମୀ, ସ୍ତ୍ରୀ ଗିରଫ l ମୋହନା ଥାନା କୁସୁମପୁର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ରେ ଗତ ଜୁଲାଇ ୨୮ ତାରିଖ ରେ ଗୁଣି ସନ୍ଦେହ ରେ କରୁଣାକର ଦଳେଇ ଙ୍କୁ ହତ୍ୟା ଘଟଣା ରେ ଆଉ ଦୁଇ ଜଣକୁ ଗିରଫ କରିଛି ପୋଲିସ। ଯାହାକୁ ନେଇ ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ଦେଖୁବାକୁ ମିଳିଥିଲା।
Read More News
T & CPrivacy PolicyContact Us