Download Now Banner

This browser does not support the video element.

ତଲସରା: ସାଲେପାଲି ଗ୍ରାମରେ ଗୋଟିଏ ଘର ଭାଙ୍ଗିଲେ ବଣୁଆ ହାତୀ ପଲ

Talasara, Sundargarh | Aug 25, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ସାଲେପାଲି ଗ୍ରାମ ର ନିଆଲି କିସାନ ଙ୍କର ଘର ବଣୁଆ ହାତୀ ପଲ ଭାଙ୍ଗିଥିବା ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ ୨୩ ଟିକିଆ ଝାରଖଣ୍ଡି ବଣୁଆ ହାତୀ ପଲ ଗତ ଦୁଇଦିନ ହେଲା ମହାବୀର ପାହାଡ଼ ତଳ ଜଙ୍ଗଲରେ ରହିଥିବା ବଡ଼ଗାଁ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us