Install App
prashantakumar79
This browser does not support the video element.
ମୋଟୁ: ମାଲକାନଗିରି ଜିଲ୍ଲାପାଳଙ୍କ ମାନ୍ୟମକୋଣ୍ଡା ୟୁ.ଜି.ଏଚ୍ ସ୍କୁଲ ପରିଦର୍ଶନ, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ସହ କଲେ ଆଲୋଚନା
Motu, Malkangiri | Sep 8, 2025
ଆଜି ମାଲକାନଗିରି ଜିଲ୍ଲାପାଳ ମାନ୍ୟମକୋଣ୍ଡା ୟୁ.ଜି.ଏଚ୍ ସ୍କୁଲ ପରିଦର୍ଶନ କରିବା ସହ ସେଠାରେ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବା ସହ ଛାତ୍ର ଛାତ୍ରୀଙ୍କ ସହ କଥା ହୋଇଥିଲେ I ଏହି ଅବସରରେ ଜିଲ୍ଲାପାଳଙ୍କ ସହ କାଲିମେଳା ବିଡିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ। ,
Share
Read More News
T & C
Privacy Policy
Contact Us
Your browser does not support JavaScript!