Download Now Banner

This browser does not support the video element.

ଯାଜପୁର: ମଙ୍ଗଳପୁର ମହତାବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ଖୋଲିଲେ ମୁଁହ

Jajapur, Jajpur | Sep 9, 2025
ମଙ୍ଗଳପୁର ମହତାବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ଖୋଲିଲେ ମୁଁହ | ଆକ୍ରୋଶ ମୂଳକ ଭାବେ ନିର୍ଯ୍ୟାତନା ଦିଆଯାଉଛି ବୋଲି କହିଛନ୍ତି ଶିକ୍ଷୟିତ୍ରୀ l ବିଗତ କିଛି ମାସ ତଳେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ଶିକ୍ଷୟିତ୍ରୀ| ଉଚ୍ଚ ପଦସ୍ତ ଅଧିକାରୀ ଘଟଣାର ତଦନ୍ତ ମଧ୍ୟ କରିଥିଲେ ଗତ ମାସ ୨୫ ତାରିଖରେ | ତେବେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ମଂଥର ହେତୁ ପୁନଃ ନିଜର ସୁରକ୍ଷା ଲାଗି ଥାନାରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ଶିକ୍ଷୟିତ୍ରୀ|
Read More News
T & CPrivacy PolicyContact Us