Download Now Banner

This browser does not support the video element.

ଧର୍ମଗଡ: କୋକସରା ଚିଲିଗୁଡା ଠାରେ ଦେବୀ ମାଁ ସର୍ବ ମଙ୍ଗଳାଙ୍କ ଛତର ଯାତ୍ରା ସମ୍ପନ୍ନ

Dharamgarh, Kalahandi | Sep 30, 2025
ମଙ୍ଗଳବାର ମହାସମାରୋହରେ କୋକସରା ବ୍ଲକ୍ ଚିଲିଗୁଡା ଠାରେ ଆରାଧ୍ୟା ଦେବୀ ମାଁ ସର୍ବ ମଙ୍ଗଳାଙ୍କ ଛତର ଯାତ୍ରା ସମ୍ପନ୍ନ ହେଇଯାଇଛି। ଗତକାଲି ରାତିରେ ମନ୍ଦିରରୁ ଦେବୀଙ୍କ ପ୍ରତୀକ ଛତର ଗାଁ ଗୌନ୍ତିଆ ଙ୍କ ଘରକୁ ଯାଇଥିଲା। ସେଠାରେ ରୀତି ନୀତିରେ ପୂଜା ଅର୍ଚ୍ଚନା ପରେ ମଙ୍ଗଳବାର ଭୋରରୁ ଦେବୀଙ୍କ ପ୍ରତୀକ ଛତର ନଗର ପରିକ୍ରମା କରି ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କଲେ।
Read More News
T & CPrivacy PolicyContact Us