This browser does not support the video element.
କଟକ ପୌରାଞ୍ଚଳ: ନୂଆପଡ଼ାରୁ ୪୪ ପେଟି ଆସ୍କା - 40 ସହ ୩ ଜଣଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ
Cuttack M Corp PS, Cuttack | Aug 28, 2025
କଟକରେ ବେଆଇନ ଆସ୍କା - 40 ଚାଲାଣ ଧରିଲା ପୋଲିସ। ଏକ ଅଟୋ ରିକ୍ସାରେ ବେଆଇନ ଭାବେ ଆସ୍କା - 40 ଚାଲାଣ ହେବା ସମୟରେ ନୂଆପଡ଼ାରୁ ଧରିଲା ମଧୁପାଟଣା ଥାନା ପୋଲିସ। ଏହି ମାମଲାରେ ୩ ଜଣକୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ରାତି ୯ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ତିନି ଚାଲାଣକାରୀଙ୍କୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୪୪ ଟି ଆସ୍କା - 40 ପେଟି ଜବତ କରାଯାଇଛି। ଯେଉଁଥିରେ ପାଖାପାଖି ୨୨୦ ଲିଟର ଆସ୍କା - 40 ଥିଲା।