This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ଏନ ଏ ସି ଶାସ୍ତ୍ରୀ ନଗରରେ ବ୍ରହ୍ମ କୁମାରୀ ଆଧ୍ୟାତ୍ମିକ ବିଦ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Bhadrak Rural, Bhadrak | Apr 12, 2024
ବ୍ରହ୍ମକୁମାରୀ ଆଧ୍ୟାତ୍ମିକ ବିଦ୍ୟାଳୟ ପକ୍ଷର ଶୁକ୍ରବାର ସନ୍ଧ୍ୟାରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭଦ୍ରକ ଜିଲ୍ଲା ସ୍ତରିୟ କାର୍ଯ୍ୟକ୍ରମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଖ୍ୟାତ ଚିନ୍ତାମୁକ୍ତି ବିଶେଷଜ୍ଞ ବ୍ରହ୍ମକୁମାରୀ ପୁନମ ଭଉଣୀ ଯୋଗଦେବେ । ଏହି ଶିବିରରେ ମଧୁମେୟ, ରକ୍ତଚାପ, ମାନଶିକ ବିଷାଦ,ହ୍ରଦ ରୋଗର ଆସି ନିରାକରଣ ପାଇଁ ପରାମର୍ଶ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି l