Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଓଡ଼ିଆ ଦାଦନ ଶ୍ରମିକଙ୍କ ଆର୍ନା ଗ୍ରାମରେ ପହଞ୍ଚିଲା ମୃତ ଦେହ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

Pottangi, Koraput | Aug 30, 2025
କେରଳକୁ ଦାଦନ ଖଟିବାକୁ ଯାଇଥିବା ଓଡିଆ ଦାଦନ ଶ୍ରମିକ ଘାସି ଖରାଙ୍କ ପାର୍ଥିବ ଶରୀର ଶନିବାର ସଂନ୍ଧ୍ୟା ୭ଟା ସମୟରେ ଗାଁରେ ପହଞ୍ଚିଥିବା ସୂଚନା ମିଳିଛି। ନିଜ ଜନ୍ମ ମାଟିରେ ଘାସିଙ୍କ ମର ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ଶେଷ କୃତ ସମ୍ପନ୍ନ କରାଯାଇଛି । ସୂଚିତ ଯେ ନନ୍ଦପୁର ଥାନା ଅଧିନସ୍ତ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଅର୍ନା ଗ୍ରାମର ନିଧି ଖରାଙ୍କ ପୁଅ ଘାସି ଖରା ଚଳିତ ମାସ ୨୧ ତାରିଖ ରୁ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇଥିଲେ। ୨୮ ତାରିଖ ଗୁରୁବାର ଦିନ କୌଣସି କାମରେ କେରଳର କୋଟାୟମ ଷ୍ଟେସନ ଆସିଥିବା ସମୟରେ ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।
Read More News
T & CPrivacy PolicyContact Us