This browser does not support the video element.
ବୀରମହାରାଜପୁର: ଉଲୁଣ୍ଡାକୁ ଏନଏସି ଘୋଷଣା ଦାବିରେ ସଦର କଲେଜ ପଡିଆ ଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 1, 2025
ଉଲୁଣ୍ଡାକୁ ଏନଏସି ଘୋଷଣା ଦାବିରେ ସଦର କଲେଜ ପଡିଆଠରେ ସୋମବାର ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ସର୍ବଦଲିୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ହରିଶଙ୍କର ତରାଇଙ୍କ ଆବାହକତ୍ୱ ଏବଂ ଧର୍ମନିରଞ୍ଜନ ପଣ୍ଡାଙ୍କୁ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଯୋଗଦେଇଥିଲେ l ତତ୍କାଳୀନ ସରକାର ରାଜ୍ୟରେ 56ଟି ଏନଏସି ଘୋଷଣା କରିଥିଲେ l ସେହି ସମୟରେ ଉଲୁଣ୍ଡା ଅଞ୍ଚଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ଉଲୁଣ୍ଡାକୁ ମଧ୍ୟ୍ୟ ସାମିଲ କରାଯାଇଥିଲା l ହେଲେ କାର୍ଯକ