This browser does not support the video element.
ନୟାଗଡ: ଆସନ୍ତା ସେପ୍ଟେମ୍ୱର ୫ ତାରିଖରେ ଗୁରୁଦିବସ ପାଳନ ନିମନ୍ତେ ଖଣ୍ଡପଡାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ବ୍ଲକ ଉପାଧ୍ଯକ୍ଷ ଉପସ୍ଥିତ
Nayagarh, Nayagarh | Aug 23, 2025
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଆସନ୍ତା ସେପ୍ଟେମ୍ୱର ୫ରେ ଗୁରୁଦିବସ ପାଳନ ନେଇ ମୋ ମାଟି ଭାପୁର ଅନୁଷ୍ଠାନ ତରଫରୁ ଖଣ୍ଡପଡ଼ା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶିକ୍ଷାବିତ ରବିନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଗୁରୁ ପୂଜନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏନେଇ ଆସନ୍ତାକାଲି ଆଉଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ଭାପୁର ବ୍ଲକ ଉପାଧ୍ୟକ୍ଷ ତଥା ମୋ ମାଟି ଭାପୁର ଅନୁଷ୍ଠାନର ସଭାପତି ବେ