Install App
angulkhabar123
This browser does not support the video element.
ଅନୁଗୋଳ: ନାଲକୋରେ ପଲ୍ଲୀଶ୍ରୀ ମେଳାକୁ ନେଇ ବୈଠକ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ଓର୍ମାସ ଅଧିକାରୀ
Anugul, Angul | Sep 9, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ନାଲକୋ ଅଞ୍ଚଳରେ ବିଶ୍ଵକର୍ମା ପୂଜାରେ ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳା ପଡ଼ିବ। ଏନେଇ ଜିଲ୍ଲା ପ୍ରଶାସନ ଏବଂ ଓର୍ମାସ ପକ୍ଷରୁ ମିଳିତ ଉଦ୍ୟମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବିଭିନ୍ନ ପ୍ରକାର ଦୋକାନୀ ମାନେ ଆସିବା ନେଇ ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!