This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଚଂଦ୍ର ଦାସଙ୍କ ପୂଣ୍ୟତିଥି ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ପାଳିତ
Nabarangapur PS, Nabarangpur | Sep 11, 2025
ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଚଂଦ୍ର ଦାସ ପୂଣ୍ୟତିଥିରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ।୧୯୪୨ ଅଗଷ୍ଟ ବିପ୍ଳବ ପାପଡାହାଣ୍ଡି ଗୁଳିକାଣ୍ଡ ର ମୂଖ୍ୟ ଅଭିଯୁକ୍ତ ଓ ପରବର୍ତ୍ତୀ ସମୟରେ ସଂଗ୍ରାମୀ କଂ ତରଫ ରୁ କୋର୍ଟରେ ଓକିଲାତି କରି ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ଚର୍ଚ୍ଚିତ ଚେହେରା , ଅବିଭକ୍ତ କୋରାପୁଟ ଜିଲ୍ଲାର ସିଂହ ପୁରୁଷ , ବିପ୍ଳବୀ ସ୍ଵାଧୀନତା ସଂଗ୍ରାମୀ ଙ୍କ ଆଜି ପୁଣ୍ୟ ତିଥି