Download Now Banner

This browser does not support the video element.

ଗାଇସିଲେଟ୍: ପହଣ୍ଡି ବିଦ୍ଯାଳୟରେ ଶିକ୍ଷକ ଅଭାବରୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Gaisilet, Bargarh (Baragarh) | Sep 12, 2024
ପହଣ୍ଡି ଠାରେ ଶିକ୍ଷକ ଅଭାବ ରୁ ସ୍କୁଲ୍ ସମ୍ମୁଖରେ ତାଲା ବନ୍ଦ ଆନ୍ଦୋଳନ । ବରଗଡ଼ ଜିଲ୍ଲା ବିଜାପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଗ୍ରାମ ସ୍କୁଲ୍ ଠାରେ ଗୁରୁବାର ସକାଳ ୧୦ ରୁ ଅପରାହ୍ନ ୪ଟା ଯାଏଁ ସ୍କୁଲ୍ ମୁଖ୍ୟ ଫାଟକ ଠାରେ ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି ଅଭିଭାବକ ମାନେ । ଶିକ୍ଷକ ପୂରଣ ଦାବୀରେ ଆନ୍ଦୋଳନ ମୁହାଁ ଛାତ୍ର ଛାତ୍ରୀ ଓ ଅଭିଭାବକ ।
Read More News
T & CPrivacy PolicyContact Us