This browser does not support the video element.
ଗାଇସିଲେଟ୍: ପଦ୍ମପୁର ଉପଖଣ୍ଡରେ ସ୍କ୍ରପ ଟାଇଫସକୁ ନେଇ ଆତଙ୍କ, ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ, ଅତିରିକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Gaisilet, Bargarh (Baragarh) | Sep 14, 2024
ପଦ୍ମପୁର ଉପଖଣ୍ଡରେ ସ୍କ୍ରପସ୍ ଟାଇଫସକୁ ନେଇ ଆତଙ୍କ ଖେଳିଯାଇଛି ପଦ୍ମପୁର ଉପଖଣ୍ଡରେ ସ୍କ୍ରପସ୍ ଟାଇଫସରେ ବର୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅପରାହ୍ନ ୪ଟା ପାଖାପାଖି ରେ ଅଭିଯୋଗ ହୋଇଛି । ଏପରିସ୍ଥିତିରେ ଉଭୟ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଲେଖାଏଁ ଆର୍Ôଥକ ସହାୟତା ପ୍ରଦାନ କରିବାକୁ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଦାବି ହୋଇଛି । ଏ ନେଇ ଅତିରିକୁ ଜିଲ୍ଲାପାଳଙ୍କୁ ଲିଖୂତ ଜଣାଇବା ସହ ପଦ୍ମପୁର ଉପଖଣ୍ଡରେ ଏହାର ଚିହ୍ନଟ ତଥା ସଚେତନତା କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।