This browser does not support the video element.
କେନ୍ଦ୍ରାପଡା: ଜିଲ୍ଲା ବିଜେପି ଅଫିସରେ ସାଂସଦ ଖେଳକୁଦ ମହାକୁମ୍ଭ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kendrapara, Kendrapara | Aug 23, 2025
ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ "ସାଂସଦ ଖେଳ କୁଦ ମହାକୁମ୍ଭ" ପାଇଁ ଜିଲ୍ଲା ସ୍ତରୀୟ ତଥା ସଂସଦିୟ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସଂଯୋଜକ ସୁନାକର ବେହେରା ଙ୍କ ସଂଯୋଜନା ରେ କେନ୍ଦ୍ରାପଡ଼ା ବିଧାନସଭା ନେତ୍ରୀ ଗିତାଞ୍ଜଳି ସେଠି, ଜିଲ୍ଲା ଉପ ସଭାପତି ଅଭିମନ୍ୟୁ ଗୋଛାୟତ, ମହିମାନନ୍ଦ ସ୍ବାଇଁ, ସତ୍ୟବାଦୀ ତଇନି, ଏବଂ ସାତଟି ବିଧାନସଭା ରୁ ସାଂସଦ ଖେଳ କୁଦ ମହାକୁମ୍ଭ ଜିଲ୍ଲା କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ।