Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପୋଲିସ ପଡିଆ ରେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ରେ ଯୋଗଦେଲେ ଏସପି

Nabarangapur PS, Nabarangpur | Sep 4, 2025
ପୋଲିସ ପଡିଆ ରେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ରେ ଯୋଗଦେଲେ ଏସପି ନବରଙ୍ଗପୁର ଜିଲ୍ଲା ପୋଲିସ ବିଭାଗ ତରଫରୁ ସହର ସ୍ଥିତ ପୋଲିସ୍ ପଡିଆଠାରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ M. ସନ୍ଦିପ ସଂପତ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଦିତ୍ୟ ସେନ୍ ଯୋଗଦେଇଥିଲେ। ସମସ୍ତ ପୂଜା ର କର୍ତ୍ତା ଭାବରେ ଆରକ୍ଷୀ ଶ୍ରୀ ରବିନ୍ଦ୍ର କୁମାର ମିଶ୍ର କାର୍ଯ୍ୟ ତୁଲାଇଥିଲେ।ଚଳିତ ବର୍ଷ ମହାଆଡମ୍ବରରେ ପୂଜା ପାଳନ କରାଯିବ ବୋଲି ପୋଲିସ୍ ବିଭାଗ ପକ୍ଷରୁ ସୂଚନା ମିଳିଛି
Read More News
T & CPrivacy PolicyContact Us