Download Now Banner

This browser does not support the video element.

ରାୟଗଡା: ଆସନ୍ତାକାଲି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ଓ ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ

Rayagada, Rayagada | Sep 6, 2025
ଆସନ୍ତାକାଲି ଅର୍ଥାତ ରବିବାର ଦିନ ରାୟଗଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ଓ ପ୍ରବଳ ବର୍ଷା ନେଇ ଶନିବାର ଅପରାହ୍ନରେ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ।
Read More News
T & CPrivacy PolicyContact Us