Download Now Banner

This browser does not support the video element.

କେନ୍ଦୁଝର ସହର: ଡ଼ିଏନ୍ ହାଇସ୍କୁଲ ରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ

Kendujhar Town, Kendujhar | Sep 5, 2025
ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ କେନ୍ଦୁଝର ସ୍ଥିତ D.N HIGH SCHOOL ରେ ଆୟଜିତ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ସଭାରେ ମୁଖ୍ୟ ଅତିଥି ଭାବରେ ବଡ଼ଭାଇ ଶ୍ରୀ ଯୁକ୍ତ Ananta Nayak ,ସମ୍ମାନୀତ ଅତିଥି ଭାବରେ ପାଟଣା ବିଧାୟକ ଶ୍ରୀ ଯୁକ୍ତ Akhila Chandra Naik , ଆନନ୍ଦପୁର ବିଧାୟକ ଶ୍ରୀ ଯୁକ୍ତ Abhimanyu Sethi, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲି । ଉକ୍ତ ସଭାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷକ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us