Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ PWD ବଙ୍ଗଳାରେ ଗଠନ ହେଲା ସ୍ୱାଭିମାନ ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ

Narala, Kalahandi | Aug 23, 2025
ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ଓ ସାମୁହିକ ସ୍ୱାର୍ଥର ବିକାଶ କୁ ନେଇ ଦଳ ମତ ନିର୍ବିଶେଷରେ ମ.ରାମପୁର, କର୍ଲା ମୁଣ୍ଡା, କେସିଙ୍ଗା ଓ ନର୍ଲାର ବୁଦ୍ଧି ଯିବି,ସାଧାରଣ ନାଗରିକ,ଯୁବକ ମହିଳା ମାନଙ୍କୁ ନେଇ ନର୍ଲା ସ୍ଥିତ ପିଡବଲ୍ୟୁଡି ବଙ୍ଗଳା ଠାରେ ଆବାହକ ସମିର କୁମାର ରାଉତଙ୍କ ନେତୃତ୍ୱରେ ଏବଂ ପର୍ଶୁରାମ ପଣ୍ଡା ଙ୍କ ସଭାପତିତ୍ବରେ ଆଜି ଶନିବାର ଅପରାହ୍ନ ଚାରିଟା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ପାଇଁ ଗଠନ ହେଲା ସ୍ୱାଭିମାନ ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ ।
Read More News
T & CPrivacy PolicyContact Us