Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ରେ ବ୍ୟପାରୀଙ୍କୁ ସୁରକ୍ଷା ଦେବାକୁ ଦାବି କଲେ ବଣିକ ସଂଘ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲ

Titlagarh, Balangir | Oct 7, 2025
କିଛି ଦିନ ତଳେ ଜୈନ ପଡ଼ାର ଶିବ ଦୟାଲ ଜୈନ ନିଜ ହୋଟେଲ ସନ୍ ଭ୍ୟୁ ରୁ ବାହାରି ନିଜର ଘରକୁ ଫେରୁଥିବା ବେଳେ ଗୋଟିଏ ନମ୍ବର ବିହୀନ ବୋଲେରୋ ତାଙ୍କୁ ପିଛା କରି ଧକ୍କା ମାରି ଫେରାର ମାରିଥିଲା। ଥାନାରେ ଏତଲା ଦେବା ପରେ ଦସ ଦିନ ପରେ ଜଣେ ସ୍ଥାନୀୟ ଯୁବକଙ୍କୁ ପୋଲିସ ଧରି ପଚାରା ଉଚୁରା ଜାରି ରଖିଛନ୍ତି। ତେବେ ଟିଟିଲାଗଡ଼ରେ ବ୍ୟବସାୟୀ ସୁରକ୍ଷିତ ମଣୁ ନାହାନ୍ତି। ସହର ମଧ୍ୟରେ ଏଭଳି ସାହସ କରି ହତ୍ୟା ତଥା ଲୁଟ ପାଟ ଉଦ୍ୟମ ପାଇଁ ବ୍ୟାପାରି ଅସୁରକ୍ଷିତ। ବ୍ୟାପରୀଙ୍କୁ ସୁରକ୍ଷା ଦେବାକୁ ଦାବି କଲେ ବଣିକ ସଂଘ ସଭାପତି ଶ୍ରୀ ଶଂଭୁ ପ୍ରସାଦ ଗୋଏଲ।
Read More News
T & CPrivacy PolicyContact Us