Download Now Banner

This browser does not support the video element.

ପୋଲସରା: ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଜଣେ ବ୍ୟକ୍ତି କୁ ଗିରଫ କଲା ପୋଲସରା ପୋଲିସ

Polasara, Ganjam | Sep 2, 2025
ଗଞ୍ଜାମ ଜିଲାରେ ପୁଣି ଲଜ୍ୟା । ନାବାଳିକା କୁ ଅସଦାଚରଣ ଅଭିଯୋଗ ରେ ଗୋଟିଏ ମନ୍ଦିର ପୂଜକ କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୋଲିସ । ଗିରଫ ଅଭିଯୁକ୍ତ ପାଣ୍ଡିରୀପଡା ଗ୍ରାମର ତାରିଣୀ ପଣ୍ଡା ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ନାବାଳିକା ଜଣକ (ବୟସ ୪ବର୍ଷ ୩ ମାସ ) ଘର ବାହାରେ ଖେଳୁଥୁବା ସମୟରେ ଅଭିଯୁକ୍ତ ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ଅସଦାଚରଣ କରିଥିଲା ।
Read More News
T & CPrivacy PolicyContact Us