Download Now Banner

This browser does not support the video element.

ନୂଆପଡା: ସିନାପାଲିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

Nuapada, Nuapada | Sep 1, 2025
ସିନାପାଲି ସହରର ସାହୁ କିରାନା ଦୋକାନରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆଜି ୧୧ ଟାରେ ଜଣକର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ଘଣ୍ଟିଗୁଡା ଗ୍ରାମର କୁବେର ହରିଜନ ବୋଲି ଜଣାପଡିଛି । କୁବେର ସାହୁ କିରାନା ଦୋକାନରେ କାମ କରୁଥିବା ବେଳେ ଆଜି ଦୋକାନ ବାହାରେ ଥିବା ଷ୍ଟିଲ ରଡ଼କୁ ହଟାଇବା ସମୟରେ ଦୋକାନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଯାହାଫଳରେ ସେ ଗୁରୁତ୍ୱର ହୋଇ ପଡ଼ିଥିଲେ। ଦୋକାନ ମାଲିକ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କୁବେରଙ୍କୁ ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us