Download Now Banner

This browser does not support the video element.

ଅନୁଗୋଳ: ବଳରାମପ୍ରସାଦ ଗ୍ରାମରେ ସାପ କାମୁଡାରେ ସଚେତନ କାର୍ଯ୍ୟକ୍ରମ କରି ପ୍ରତିକ୍ରିୟା ରଖିଲେ ଚିନ୍ମୟୀ ଦାସ

Anugul, Angul | Sep 3, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ବଳରାମପ୍ରସାଦ ଗ୍ରାମରେ ସାପ କାମୁଡିଲେ ଡାକ୍ତରଖାନା ଯାଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମାନବ ସେବା ଚାରି ଟେବୁଲ୍ ଟ୍ରଷ୍ଟର ସମାଜ ସେବୀ ଚିନ୍ମୟୀ ଦାସ ସଚେତନ କରୁଛନ୍ତି। ଚିନ୍ମୟୀ ଦାସ ସମାଜ ସେବା କ୍ଷେତ୍ରରେ ବହୁତ ନାଁ କରିଥିବା ବେଳେ ବିଭିନ୍ନ ସଚେତନ ମଧ୍ଯ କରୁଛନ୍ତି।
Read More News
T & CPrivacy PolicyContact Us